ସାପ୍ତାହିକ୍ ସତ୍ସନ୍ଗ
- ପରବର୍ତୀ
- ଆସନ୍ତା ରବିବାର · ପୁର୍ବାହ୍ନ ୭:୦୦ ଠାରୁ ପୁର୍ବାହ୍ନ ୯:୩୦
- ସମୟସୂଚୀ
- ପ୍ରତି ସପ୍ତାହ · ରବିବାର · ପୁର୍ବାହ୍ନ ୭:୦୦ ଠାରୁ ପୁର୍ବାହ୍ନ ୯:୩୦
- କେଉଁଠି
- ରାଧା ଗୋବିନ୍ଦ ଧାମ,ଶ୍ରୀରାମ ମନ୍ଦିର ପରିସର, ୱାର୍ଡ ନମ୍ବର ୧୭, ବୈଞ୍ଚବଣିଆ, ହିଞ୍ଜିଳିକାଟୁ, ଗଞ୍ଜାମ, ଓଡ଼ିଶା, ପୀନ୍ - ୭୬୧୧୦୨
ଜୟ ଶ୍ରୀ ରାଧା ଗୋବିନ୍ଦ! ଆମ୍ଭେ ଆପଣମାନଙ୍କୁ ଜଣାଇବା ପାଇଁ ଆନନ୍ଦିତ ଯେ, ପ୍ରତ୍ୟେକ ରବିବାର ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ରାଧା ଗୋବିନ୍ଦ ଧାମ ଠାରେ ଏକ ପବିତ୍ର ସତ୍ସଙ୍ଗର ଆୟୋଜନ କରାଯାଉଛି । ଏହି ସତ୍ସଙ୍ଗରେ ଭଗବାନଙ୍କ ନାମ ସଂକୀର୍ତ୍ତନ, ପ୍ରବଚନ ଏବଂ ଆଧ୍ୟାତ୍ମିକ ଆଲୋଚନା ମାଧ୍ୟମରେ ମନରେ ଭକ୍ତି ଓ ଶାନ୍ତିର ଜାଗରଣ ହୋଇଥାଏ । ସଂସାରର କୋଳାହଳରୁ ଦୂରେଇ ଭଗବାନଙ୍କ ଚରଣାରବିନ୍ଦରେ କିଛି ସମୟ ବିତାଇବା ଏବଂ ଆତ୍ମାର କଲ୍ୟାଣ ନିମନ୍ତେ ଏହା ଏକ ସୁବର୍ଣ୍ଣ ସୁଯୋଗ । ତେଣୁ ଆପଣ, ଆପଣଙ୍କର ପରିବାର ଓ ବନ୍ଧୁବାନ୍ଧବଙ୍କ ସହିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀରାଧା ଗୋବିନ୍ଦଙ୍କ କୃପା ଲାଭ କରନ୍ତୁ ।
ରାଧେ ରାଧେ